Uncategorized ଆଞ୍ଚଳିକ ଓଡିଶା ରାଜନୀତି ଅପରାଜିତାଙ୍କୁ ଝିଅ କହି ସମ୍ଭୋଧନ କଲେ ସୁର , କହିଲେ ଭଦ୍ରାମିରେ ଭୋଟ ମାଗ.. 1 min read 5 months ago Deepamudra Mohanty ନିର୍ବାଚନକୁ ଆଉ ହାତଗଣତି ଦିନ । ତେବେ ରାଜଧାନୀରେ ରାଜନୀତିର ମାହୋଲ ପୁରା ସରଗରମ ରହିଛି । ଏସବୁ ଭିତରେ ଅପରାଜିତାଙ୍କୁ ଉଚିତ୍ ଶିକ୍ଷା ଦେଲେ ସୁର ରାଉତ୍ରାୟ । କହିଲେ ଅପରାଜିତା ତୁମେ ମୋ ଝିଅ ଭଳି , ଭଦ୍ରାମିରେ ଭୋଟ ମାଗ …. Advertisement Tags: aparaajita sarangi suraroutray Continue Reading Previous ମୋବାଇଲ ଟ୍ରଚ୍ ଜଳାଇ କରନ୍ତୁ ପ୍ରଭୁ ଶ୍ରୀରାମଙ୍କ ସୂର୍ଯ୍ୟ ତିଲକ , ଦେଶବାସିଙ୍କୁ ଆହ୍ୱାନ ଦେଲେ ମୋଦୀ ।Next ସିନେମା ହଲ୍ରେ ରିଲିଜ୍ ହେବ ଏହି ସିରିଏଲ୍ ଶେଷ ଏପିସୋଡ୍ ।