ସାଧାରଣ ନିର୍ବାଚନ ପୂର୍ବରୁ ଶଙ୍ଖ ଧରିଲେ ବର୍ଷା । ଗୁରୁବାର ଅର୍ଥାତ୍ ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଓଲିଉଡ କୁଇନ୍ ବର୍ଷା ପିୟଦର୍ଶିନୀ ।
ପୂର୍ବରୁ ସେ ଅନେକ ଥର ବିଜେଡି ପାଇଁ ପ୍ରଚାର କରିଥିଲେ କିନ୍ତୁ ବର୍ତ୍ତମାନ ସେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି ।