Pratidin TV

Odisha's Digital News Platform

କମ୍ ଦାମ୍ ରେ ମିଳୁଛି ସ୍ମାର୍ଟ ଫୋନ୍ , ଜାଣନ୍ତୁ କେମିତି କିଣିବେ ଏହି ମୋବାଇଲ୍ ..

1 min read

ଏବେ ସେକେଣ୍ଡ ହ୍ୟାଣ୍ଡ ଫୋନ୍ ର ରହିଛି ଅଧିକ ଚାହିଦା । କାରଣ କମ ଦାମ୍‌ରେ ହାତ ପାହନ୍ତାରେ ମିଳିଯାଇଥାଏ ସ୍ମାର୍ଟ ଫୋନ୍ । ଯଦି ଆପଣବି ଚାହୁଁଛନ୍ତି କମ୍ ଦାମ୍ ରେ ସେକଣ୍ଡ ହ୍ୟାଣ୍ଡ ଭଲ ସ୍ମାର୍ଟ ଫୋନ , ତାହେଲେ ଏହା ହେଉଛି ଆପଣଙ୍କ ପାଇଁ ଖୁସି ଖବର । ବଜେଟ୍ ଏତେ ଅଧିକ ନୁହେଁ । ଶସ୍ତା ଏବଂ ସୁଲଭ ଦାମ୍ ରେ ମିଳୁଛି ସ୍ମାର୍ଟ ଫୋନ । ଆପଣଙ୍କୁ ସୁହାଇଲା ଭଳି ବଜେଟ୍ ରେ ଆପଣ କିଣିପାରିବେ । ତେବେ ଆସନ୍ତୁ ଜାଣିବା ଆପଣ ଏହି ସେକେଣ୍ଡ ହ୍ୟାଣ୍ଡ ଫୋନ୍ କୁ କିଣିବେ କେମିତି । ଆପଣଙ୍କ କିଣୁଥିବା ସେହି ଫୋନ୍ ରେ କେମିତି ରହିବ ଆସନ୍ତୁ ଜାଣିବା ।

Advertisement

Leave a Reply

Your email address will not be published. Required fields are marked *