ବିରାଟ କୋହଲି ଆମର ଜ୍ୱାଇଁ…..କାହିଁକି ଏମିତି କହିଲେ ଶାହରୁଖ ?
1 min readଚାଲିଛି IPL ମ୍ୟାଚ | ସେଥି ମଧ୍ୟରେ ବିରାଟ କୋହଲିଙ୍କୁ ନେଇ ଶାହରୁଖ କହିଲେ କିଛି ଏପରି | ଯାହାଙ୍କୁ ଶୁଣି ଫ୍ୟାନ୍ସ ହେଲେ ଖୁସି | ବିରାଟ କୋହଲିଙ୍କୁ ଆମ ଜ୍ୱାଇଁ ବୋଲି ସମ୍ବର୍ଦ୍ଧନା କଲେ କିଙ୍ଗ ଖାନ ଶାହରୁଖ ଖାନ | IPL ଦଳ କୋଲକାତା ନାଇଟ ରାଇଡର ତଥା ବଲିଉଡ ଅଭିନେତା ଶାହରୁଖ ଖାନ ବିରାଟ କୋହଲିଙ୍କ ଉପରେ ରଖିଛନ୍ତି ମତଦାନ | କୋହଲିଙ୍କ ପ୍ରଶଂସା କରିଛନ୍ତି ଶାହରୁଖ |
ବିରାଟଙ୍କ ବିଷୟରେ ଶାହରୁଖ କହିଥିଲେ କି ମୁଁ ବିରାଟଙ୍କୁ ବହୁତ ଭଲ ପାଏ | ଆମୀ କହୁଚବୁ ବିରାଟ ହେଉଛନ୍ତି ବଲିଉଡର ଜ୍ୱାଇଁ | ତେଣୁ ମୁଁ ବିରାଟ କୋହଲିଙ୍କୁ ଅନ୍ୟ ଖେଳାଳିଙ୍କ ଅପେକ୍ଷା ଅଧିକ ଭଲ ଭାବରେ ଜାଣିଛି | ଏହାକୁ ଶୁଣିବା ପରେ ବିରାଟଙ୍କ ଫ୍ୟାନ୍ସ ଅଧିକ ଖୁସି ହୋଇଯାଇଛନ୍ତି |
ଶାହାରୁଖ ଖାନ କହିଥିଲେ ଯେ ମୁଁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ବହୁତ ଦିନରୁ ଜାଣିଛି, ମୁଁ ଉଭୟଙ୍କ ସହ ବହୁତ ସମୟ ଅତିବାହିତ କରିଛି। ବାସ୍ତବରେ ଶାହାରୁଖ ଖାନ ଷ୍ଟାର ସ୍ପୋର୍ଟସ ସହିତ କଥା ହେଉଥିବା ସମୟରେ କହିଥିଲେ । ଶାହାରୁଖ ଖାନ କହିଥିଲେ ଯେ ତାଙ୍କ ଡେଟିଂ ଚାଲିଥିବା ସମୟରୁ ମୁଁ ତାଙ୍କୁ ଜାଣିଛି ଏବଂ ସେ ସେ ସମୟରେ ମୁଁ ଅନୁଷ୍କାଙ୍କ ସହ ଫିଲ୍ମର ସୁଟିଂ କରୁଥିଲି। ତେଣୁ, ସେ ଆମ ସହିତ ଅନେକ ଦିନ ବିତାଇଥିଲୁ | ଏଥିସହ ସେ ଥଟ୍ଟା କରି କହିଥିଲେ ଯେ ମୁଁ ତାଙ୍କୁ ପଠାନ ଫିଲ୍ମର ଟାଇଟଲ୍ ଗୀତର ଡ୍ୟାନ୍ସ ଷ୍ଟେପ୍ ଶିଖାଇଥିଲି |