Pratidin TV

Odisha's Digital News Platform

ମାଲକାନଗିରି ଗସ୍ତରେ ଯାଞ୍ଚ ହେଲା କେନ୍ଦ୍ରମନ୍ତ୍ରୀଙ୍କ ହେଲିକପ୍ଟର

1 min read

ନିର୍ବାଚନ ପାଇଁ ପୁରାପୁରି ସଜାଗ ରହିଛି ନିର୍ବାଚନ ଆୟୋଗ । ବାରମ୍ବାର ଯାଞ୍ଚ କରୁଛି ନେତା ମନ୍ତ୍ରୀଙ୍କ ହେଲିକେପ୍ଟର । ସେହିପରି ଆଜି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିମାନ ଯାଂଚ ହୋଇଛି । ବିଚ୍ କ୍ରାଫ୍ଟ ୨୦୦କୁ ତନ୍ନ ତନ୍ନ କରି ଯାଂଚ କରିଛି ଫ୍ଲାଇଂ ସ୍କ୍ୱାର୍ଡ । ଆଜି ଏକ ସ୍ୱତନ୍ତ୍ର ବିମାନରେ ମାଲକାନଗିରିରେ ପହଂଚିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।

ବିଶ୍ୱେଶ୍ୱର ଟୁଡୁ ମାଲକାନଗିରିରେ ପହଂଚିବା ପରେ ତାଙ୍କ ବିମାନ ଯାଂଚ କରିଥିଲେ ଫ୍ଲାଇଂ ସ୍କ୍ୱାର୍ଡ । ବିମାନକୁ ତନ୍ନ ତନ୍ନ କରି ଯାଂଚ କରିଥିଲେ । ମାଲକାନଗିରି ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ମିଶ୍ରଣ ପର୍ବ ସହ ରୋଡ୍ ସୋ’ରେ ସାମିଲ ହେବେ ।

Advertisement

Leave a Reply

Your email address will not be published. Required fields are marked *