Pratidin TV

Odisha's Digital News Platform

ଅପରାଜିତାଙ୍କ କଠିନ ପରୀକ୍ଷା ସମୟରେ ସାଙ୍ଗରେ ଅଛନ୍ତି ପୁଅ ଶିଖର ।

1 min read

ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ । ଏହି ସମୟରେ ଅପରାଜିତାଙ୍କ ସହ ସାଙ୍ଗରେ ଥିଲେ ପୁଅ ଶିଖର । ସେ ଟାଣ ଖରାରେ ପ୍ରଚାର ହେଉକି ନାମାଙ୍କନ ଭରିବା କଥା ହେଉ । ମାଙ୍କ ପାଦେ ପାଦେ ଢାଳ ବନି ଠିଆ ହୋଇଛନ୍ତି ପୁଅ ଶିଖର । ଭିଡ ଭିତରେ ମାଙ୍କୁ ସୁରକ୍ଷା ଦେଉଥିବା ଶିଖରଙ୍କୁ ଦେଖି ଅପର।।ଜିତାଙ୍କ ପ୍ରଶଂସକମାନେ ମଧ୍ୟ ବେଶ୍ ଖୁସି ଅଛନ୍ତି । ତେବେ ଅପରାଜିତାଙ୍କ ପୁଅ ଶିଖର ଏବେ ନ୍ୟାସନାଲ ଲ ୟୁନିଭର୍ସିଟିରେ ପାଠ ପଢୁଛନ୍ତି । ସେ ଅଲଇଣ୍ଡିଆ ଏଣ୍ଟ୍ରାସରେ ୩୬ ସ୍ଥାନରେ ରହି ନ୍ୟାସନଲ ଲ ବିଶ୍ୱବିଦ୍ୟାଳୟରେ ପାଠ ପଢିବାର ସୁଯୋଗ ପାଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *