Pratidin TV

Odisha's Digital News Platform

(video)ବାବା ମହାବିନାୟକଙ୍କ ଆର୍ଶୀବାଦ୍ ନେଇ ନାମାଙ୍କନ ଭରିବାକୁ ବାହାରିଲେ ବର୍ଷା ପ୍ରିୟଦର୍ଶନୀ ।

1 min read

ବଡଚଣା ବାସୀଙ୍କ ଆଶା ବିଶ୍ୱାସ ନେଇ ନାମାଙ୍କନ ଭରିବାକୁ ବାହାରି ପଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ତେବେ ନାମାଙ୍କନ ଭରିବା ପୂର୍ବରୁ ବାବା ମହାବିନାୟକ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି ଆର୍ଶୀବାଦ୍ ଭିକ୍ଷା କରିଛନ୍ତି ବର୍ଷା । ଏହା ପରେ ସେ ଗୁରୁଜନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଆଶୀର୍ବାଦ ନେଇ ବାହରିପଡିଛନ୍ତି । ତେବେ ଚଳିତ ବର୍ଷ ପ୍ରଥମ ଥର ସେ ନିର୍ବାଚନ ଲଢୁଥିବାବେଳେ ପ୍ରଥମ ଥର ପାଇଁ ସେ ନାମାଙ୍କନ ଭରିବେ । ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ଏବଂ ଲୋକଙ୍କ ବିଶ୍ୱାସ ତାଙ୍କୁ ନିଶ୍ଚୟ ବିଜୟ କରିବ ବୋଲି ସେ କହିଛନ୍ତି । ଏଥିସହ ବଡଚଣା ବାସୀଙ୍କ ଯାହାଂ ସ୍ୱପ୍ନ ଅଛି ସେ ତାକ ନିଷ୍ଠାର ସହ ପୁରା କରିବେ ବୋଲି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *