Pratidin TV

Odisha's Digital News Platform

ସମର୍ଥକଙ୍କ ସହ ବିରାଟ ପଟୁଆରରେ ଯାଇ ନାମାଙ୍କନ ଭରିଲେ ଶ୍ରୀନାଥ ସୋରେନ

1 min read

ଏକ ବିରାଟ ପଟୁଆରରେ ବିଜେଡି କାର୍ଯ୍ୟାଳୟରୁ ବାହାରି ନାମାଙ୍କନ ଦାଖଲ କଲେ ବିଜେଡି ପାର୍ଥୀ ଶ୍ରୀନାଥ ସୋରେନ | ନମାନଙ୍କନ ସମୟରେ ଶକ୍ତି ପ୍ରଦର୍ଶନ କରି ବିଜେଡି ପ୍ରାୟ ୪000 ସମର୍ଥକଙ୍କ ମେଳରେ ଉଦଳା ବଜାରରେ ଶୋଭାଯାତ୍ରା ପରିକ୍ରମା କରିଥିଲେ |

ଏହି ଶୋଭାଯାତ୍ରାରେ ଆଦିବାସୀ ପାରମ୍ପରିକ ନୃତ୍ୟୁର ତାଳେ ତାଳେ ବିଜେଡିର ନେତା ଓ କର୍ମୀ ମାନେ ଆସିଥିଲେ | ଶେଷରେ ଶ୍ରୀନାଥ ସୋରେନ ନମାନଙ୍କନ ଦାଖଲ କରିବା ନିମନ୍ତେ ନିର୍ବାଚନ ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲେ | ନମାନଙ୍କନ ଦାଖଲ ସମୟରେ ଲୋକସଭା ପାର୍ଥୀ ସୁଦାମା ମାରାଣ୍ଡି ମଧ୍ୟ ଉପସ୍ଥିତ ଥିଲେ |

Advertisement

ସୁଦାମ ମାରାଣ୍ଡି ଦାଖଲ ସମୟରେ ଶୋଭାଯାତ୍ରାରେ ସାମିଲ ହୋଇ କର୍ମୀଙ୍କ ମନୋବଳ ବଢ଼ାଇଥିବା ସମୟରେ ଉଠ ଜଳ ସେଚନ ନିଗଣ ଅଧକ୍ଷ ଅମରେଶ ପତ୍ରୀ ଏହି ନମାନଙ୍କ ଦାଖଲ ସମୟରେ ଶ୍ରୀନାଥ ସୋରେନଙ୍କ ସହ ଉପସ୍ଥିତ ରହିଥିଲେ |

Leave a Reply

Your email address will not be published. Required fields are marked *