Pratidin TV

Odisha's Digital News Platform

ବଲାଙ୍ଗିରରେ ଗର୍ଜିଲେ କାର୍ତ୍ତିକ , କହିଲେ ଦିନରେ ଜନତାଙ୍କୁ ଲଣ୍ଠନ ଦେଖାଉଛି ବିଜେପି ।

1 min read

ଦଶ ବର୍ଷ ହେଲା ଶୋଇଥିଲା ବିଜେପି । ମୋଦିଙ୍କ ୩ଟି କଥାର କଡା ଜବାବ୍ ଦେଲେ କାର୍ତ୍ତିକ । କହିଲେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଏଟିମ୍ କାର୍ଡ ଭଳି ଦେଇଛନ୍ତି ସ୍ୱାସ୍ଥ୍ୟ କାର୍ଡ ଦେହ ଖରାପ୍ ହେବା ମାତ୍ରେ ଏହି କାର୍ଡକୁ ସ୍ୱାଇପ୍ କରି ମାଗଣାରେ ହୋଇପାରିବେ ବଡ ବଡ ହସ୍ପିଟାଲରେ ଚିକିତ୍ସା । ମୋଦି କହିଥିବା ମାଗଣା ବିଜୁଳି ଦିନରେ ଲଣ୍ଠନ ଦେଖାଇବା ଭଳି ବୋଲି କହିଛନ୍ତି କାର୍ତ୍ତିକ । ପୁରା ଭିଡିଓ ଦେଖି ଜାଣନ୍ତୁ କାହିଁକି ଏପରି କହିଲେ କାର୍ତ୍ତିକ…..

Advertisement

Leave a Reply

Your email address will not be published. Required fields are marked *