Pratidin TV

Odisha's Digital News Platform

ଯିଏ କହୁଛି ଆଉଥରେ ଅପରାଜିତା, ଟିକେ ଲେମ୍ବୁ ଚିପୁଡି ଚା ପିଅ !-ସୁର ରାଉତରାୟ

1 min read

ମନ୍ମଥ ରାଉତରାୟ ସାଂସଦ ପାର୍ଥୀ ହିସାବରେ ନିର୍ବାଚନ ଜିତିବେ ବୋଲି କହିଲେ ସୁର ରାଉତରାୟ | ଗଣାମାଧ୍ୟମ ସାମ୍ନାରେ ଏପରି କିଛି ମନ୍ମଥଙ୍କ ବିଷୟରେ କହିଥିଲେ ସୁର ରାଉତରାୟ | ତେବେ ସୁର ରାଉତରାୟ ବିଜେପି ପାର୍ଥୀ ଅପରାଜିତାଙ୍କୁ ଟାର୍ଗେଟ କରି କହିଛନ୍ତି, ଯାହାକୁ ଲାଗୁଛବି ଅପରାଜିତା ସାଂସଦ ନିର୍ବାଚନ ଜିତିବ ଟିକେ ଲେମ୍ବୁ ଚିପୁଡି ଚା ପିଅ କ୍ଷୀର ଚା ପିଲେ ଝାଡା ହେବ |

ତେବେ ସୂଚନା ଅନୁଯାୟୀ, ଗଣମାଧ୍ୟମ ଆଗରେ ବିଜେପି ସାଂସଦ ପାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ସାଏଁସାଦ ନିର୍ବାଚନ ଜିତିପାରିବେ ନାହିଁ ବୋଲି ସୁରା ରାଉତରାୟ କହିଥିଲେ | ଏବଂ ଆହୁରି କହିଥିଲେ କି ଭୁବନେଶ୍ୱରରେ ବିପୁଳ ପରିମାଣରେ ମନ୍ମଥ ରାଉତରାୟ ଜିତିବ | ଖରା ବର୍ଷ ନ ମାନି ପ୍ରଚାର କରୁଛି ତେଣୁ ସମସ୍ତ ଜନସାଧାରଣ ଜାଣିପାରିଲେନି କି ମନ୍ମଥ ହେଉଛି ଭୁବନେଶ୍ୱର ସାଂସଦ ପାର୍ଥୀ ପାଇଁ ଯୋଗ୍ୟ | ଏବଂ ମନ୍ମଥ ଜିତିବ ବୋଲି ସାରା ଭୁବନେଶ୍ୱର ଜାଣିଛି | ଶେଷରେ ସୁର କହିଥିଲେ ଅପରାଜିତା ହେଉଛି ଗନ କେସ(gone case ) ମନ୍ମଥ ହେଉଛନ୍ତି କମିଂ |

Advertisement

Leave a Reply

Your email address will not be published. Required fields are marked *