Pratidin TV

Odisha's Digital News Platform

ନାହାନ୍ତି ମାନବ ପ୍ରେମୀ ଆଦିତ୍ୟ , ହେଲେ ମାତୃ ଦିବସରେ ବିକଳ ହୋଇ ପୁଅକୁ ଖୋଜିଛି ମା ।

1 min read

ସବୁ ମା’ଙ୍କ ଗୋଟିଏ ଇଛ ଥାଏଶେଷ ସମୟରେ ପୁଅ ହାତରେ ଶଶ୍ମାନକୁ ଯିବେ । କିନ୍ତୁ ନିଜ ହତଭାଙ୍ଗିନୀ କହି ଆଜି କାନ୍ଦୁଛନ୍ତି ସମାଜ ସେବୀ ତଥା ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମା । ୩ ବର୍ଷ ପୂର୍ବେ ଲିଙ୍ଗରାଜ ମନ୍ଦିର ପାଖ ଷ୍ଟେସନରୁ ପୁଅର ମୃତଦେହ ମିଳିଥିଲା । ସେଇଠୁ ହିଁ ସ୍ପବ୍ଧ ହୋଇ ଯାଇଥିଲା ପୁରା ପରିବାର । ସବୁବେଳ ଲୋକଙ୍କୁ ହସାଉଥିବା ସମାଜ ସେବା କରୁଥିବା ମଣିଷ ର ଏମିତି ଅବସ୍ଥା କିଏ କଲା ? କେମିତି ମଲେ ଆଦିତ୍ୟ ? ଆଜିବି ଏହା ଏକ ବଡ ପ୍ରଶ୍ନ ।

କିନ୍ତୁ ଏଥର ମାତୃ ଦିବସରେ ପୁଅକୁ ଝୁରୁଛି ମା । ଆଉ କାନ୍ଦି କାନ୍ଦି ବଖାଣିଛି ୩ ବର୍ଷରୁ ଛାତିରେ ଚାପି ରଖିଥିବା କୋହ ।

Advertisement

Leave a Reply

Your email address will not be published. Required fields are marked *