Pratidin TV

Odisha's Digital News Platform

ଦଳ ବିରୋଧୀ କାର୍ଯ୍ୟପାଇଁ , ବିଜେପିରୁ ବହିଷ୍କୃତ ହେଲେ ବିଜୟ ମହାପାତ୍ର …

1 min read

ବିଜୟ ମହାପାତ୍ର ବିଜେପି ଦଳ ପକ୍ଷରୁ ନିଆଗଲା ବଡ କାର୍ଯ୍ୟାନୁଷ୍ଠାନ l ବିଜେପିରୁ ବିଜୟ ମହାପାତ୍ର ଙ୍କୁ କରାଗଲା ବହିସ୍କୃତ l ଦଳ ବିରୋଧୀ କାର୍ଯ୍ୟପାଇଁ ବିଜେପି ତାଙ୍କୁ ଦଳରୁ ବିଦା କରିଛି l ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସହ ମାହାଙ୍ଗାର ଶାରଦା ପ୍ରଧାନ ଏବଂ ସୋରର ରାକେଶ ମଲ୍ଲିକଙ୍କୁ ମଧ୍ୟ ଦଳରୁ ବହିଷ୍କୃତ କରିଛି ବିଜେପି ।

ଦଳ ବିରୋଧୀ କାର୍ଯ୍ୟ ଏବଂ ଅନୁଶାସନ ଭଙ୍ଗ ଅଭିଯୋଗରେ ଦଳ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡି ଟିକେଟରେ ପାଟକୁରା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷରେ ମାହାଙ୍ଗାର ସାରଦା ଓ ସୋରର ରାକେଶଙ୍କୁ ଭାଜପାରୁ ଟିକେଟ ନମିଳିବାରୁ ଉଭୟ ସ୍ୱାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *