Pratidin TV

Odisha's Digital News Platform

୨୨ ରେ ଲଘୁଚାପ୍ , ୨୪ ସକାଳୁ ନେବ ଭୟଙ୍କର ରୂପ ।

1 min read

ଭୁବନେଶ୍ୱର ; ଦକ୍ଷିଣ ପଶ୍ଚିମ ବଙ୍ଗୋପସାରରେ ୨୨ ମଇ ସୁଦ୍ଧା ଏକ ଲଘୁଚାପ୍ ସୃଷ୍ଟି ହେବାର ସମ୍ବାବନା ରହିଛି । ଯାହା ଉତ୍ତର-ପୂର୍ବ ଦିଗକୁ ଗତିକରିବ । ଆଉ୨୪ ତାରିକ ସକାଳ ସୁଦ୍ଧା ଏହା ଭୟଙ୍କର ରୂପ ନେବ । ଯାହା ଫଳରେ ୨୪ ଏବଂ ୨୫ ତାରିଖରେ ରାଜ୍ୟର ଅନେକ ଜିଲ୍ଲାରେ ଭୟଙ୍କର ବର୍ଷା ଦେଖାଦେବ । ସେହି ଜିଲ୍ଲା ଗୁଡିକ ହେଲା ଜଗତସିହଂପୁର, କେନ୍ଦ୍ରାପଡା , କଟକ , ବାଲେଶ୍ୱର ,ଭଦ୍ରକ , କେଉଁଝର , ଯାଜପୁର ଏବଂ ମୟୁରଭଞ୍ଜରେ ଦେକାଦେବ । ଏନେଇ ମସ୍ୟଜୀବି ମାନଙ୍କୁ ମଧ୍ୟ ସମୁଦ୍ର ଭିତରକୁ ନଯିବାକୁ ପରାମଶ ର୍ ଦେଇଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *