Pratidin TV

Odisha's Digital News Platform

ସାଲେପୁରରେ ଅରିନ୍ଦମଙ୍କୁ ସମର୍ଥନ , ଏଥର ବେଇମାନ ସହ ସ୍ୱାଭିମାନର ଲଢେଇ ।

1 min read

ଡହ ଡହ ଖରାରେ ଟାଙ୍ଗି ସାଲେପୁରରେ ପ୍ରଚ।ର କରୁଛନ୍ତି ଅରିନ୍ଦମ୍ । ତାହାବି ପୁଣି ନିଜ ବୁଲେଟ୍ ଧରି । ଏଥର ଲଢେଇ ସ୍ୱାଭିମାନର ବୋଲି କହିଛନ୍ତି ଅରିନ୍ଦମ୍ । କାରଣ ରାଜନୀତିର ସବୁଠୁ ଚର୍ଚ୍ଚିତ ବିଧାନସଭା ଆସନ ହେଉଛି ଟାଙ୍ଗି । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । କାରଣ ଟାଙ୍ଗୀ ଭଳି ଜାଗାରେ ଜଳଠୁ ଆରମ୍ଭ କରି ରାସ୍ତା ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖିଲେ ଆଖିରୁ ଆପେ ଆପେ ଲୁହ ଆସିଯିବ । ଆଗକୁ ଯଦି ବିଜେପି ଗଡ ହାତେଇବ ତେବେ ବିକାଶ ଏବଂ ମୌଳିକ ଅଧିକାର ପାଇଁ ଲଢି ଲୋକଙ୍କୁ ନ୍ୟାୟ ଦିଆଯିବ ।

Advertisement

Leave a Reply

Your email address will not be published. Required fields are marked *