Pratidin TV

Odisha's Digital News Platform

ଅପରାଜିତାଙ୍କୁ ଭାରି ପଡିଲେ ଅଖିଳ ପଟ୍ଟନାୟକ , ହସିହସି ଫିଟେଇଲେ ଭୟଙ୍କର ଗୁମର…

1 min read

ଅପରାଜିତାଙ୍କୁ ଭାରି ପଡିଲେ ଅଖିଳ ପଟ୍ଟନାୟକ । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଫିଟେଇଲେ ଅପରାଜିତାଙ୍କ କଳା ଗୁମର । ଦିନେ ଅପରାଜିତାଙ୍କ ସହ ରହି କାମ କରୁଥିଲେ ଅଖିଳ । କିନ୍ତୁ ଆଜି ଅପରାଜିତାଙ୍କ ସବୁ ଗୁମରର କଳା ଚିଠା ଖୋଲିଛନ୍ତି । କିଭଳି ୫ ବର୍ଷରେ ୫୦ ଟି କାମରେ ଘୋଟାଲା କରିଛନ୍ତି ପୁରା ପ୍ରମାଣ ଦେଖାଇଲେ ଅଖିଳ ।

Advertisement

Leave a Reply

Your email address will not be published. Required fields are marked *