Pratidin TV

Odisha's Digital News Platform

ପ୍ରଚାର ଶେଷଦିନରେ ଶକ୍ତି ପ୍ରଦର୍ଶନ କଲେ ବିଜେପି ବିଧାୟକ ପ୍ରାର୍ଥୀ..

1 min read

୨୦୨୪ ସାଧାରଣ ନିର୍ବାଚନ ଆସନ୍ତା ୨୫ ତାରିଖରେ ହେବ ତୃତୀୟ ପର୍ଯ୍ୟlୟ ଭୋଟ l ଆଜି ହେଉଛି ପ୍ରଚାର ର ଶେଷ ଦିନ l ପ୍ରଚାର ଅଭିଯାନ ସରୁଥିବା ବେଳେ ସବୁ ଦଳ ତରଫରୁ ପ୍ରଚାର ଜୁରଦାର ଚାଲିଛି l ଏ ନେଇ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ଭାରତୀୟ ଜନତା ପାର୍ଟି ର ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ପ୍ରଧାନ କେନ୍ଦ୍ରର ବିଭିନ୍ନ ଯୋଜନା ବା ମୁଦା ନେଇ ଲୋକଙ୍କ ପାଖରେ ଉପସ୍ଥାପନ କରିଥିଲେ l

ଏକ ବିଶାଳ ବାଇକ ଶୋଭା ଯାତ୍ରା କରି ଗ୍ରାମରେ ପହଂଚିଥିଲେ ଏବଂ ଭୋଟ ଭିକ୍ଷା କରିଥିଲେ l ଏଥର ନିଶ୍ଚିତ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ରେ ପରିବର୍ତ୍ତନ ହେବ l ଏବଂ ଭାରତୀୟ ଜନତା ପାର୍ଟି ର ବିଜୟ ଲାଭ କରିବ ବୋଲି ବିଭୂତି ଭୂଷଣ ପ୍ରଧାନ କହିଥିଲେ l

Advertisement

Leave a Reply

Your email address will not be published. Required fields are marked *