Pratidin TV

Odisha's Digital News Platform

ଲେଖାଶ୍ରୀଙ୍କ ପ୍ରଶ୍ନବାଣରେ ଘାଇଲା ହେଲେ ପ୍ରତାପ, ବାଲେଶ୍ବରରେ ଏଥର କିଏ ମାରିବ ବାଜି ?

1 min read

ବାଲେଶ୍ୱରରେ ବଡ ନେତାଙ୍କ ବଡ ଲଢେଇ । ଏଥର କିଏ ମାରିବ ବାଜି ? କିଏ ହାତେଇବ ଗଡ ? ଡବଲ ଇଞ୍ଜିନ୍ ନା ନବୀନ ଇଞ୍ଜିନ୍ ! ଗୋଟେପଟେ ଅଧିକ୍ଷତା ଆଉ ଗୋଟେପଟେ ଦକ୍ଷତା । ପ୍ରତାପ ସଡଙ୍ଗୀ ,ଲେଖାଶ୍ରୀ ଏବଂ ଶ୍ରୀକାନ୍ତ ଲଢେଇ ଏତେ ସହଜ ନୁହଁ କାରଣ ଏଥର ପ୍ରାର୍ଥୀ ମାନଙ୍କ ଦବଦବା ଦେବ ଟକ୍କର ।

Advertisement

Leave a Reply

Your email address will not be published. Required fields are marked *