Pratidin TV

Odisha's Digital News Platform

ଏହି ସହରର ଅଜବ୍ ନୀତି , ଜମିି ବଦଳରେ ଭାଇମାନଙ୍କ ସହ ବଣ୍ଟା ହୁୁଅନ୍ତି ବଡ ଭାଇର ସ୍ତ୍ରୀ ।

1 min read

ବର୍ତ୍ତମାନ ପର୍ଯ୍ୟନ୍ତ ବି ଏମିତି ଏକ ସହର ଅଛି ଯେଉଁଠି ବଡ ଭାଇର ସ୍ତ୍ରୀ ସାନଭାଇଙ୍କ ସହ ବଣ୍ଟାହୁଅନ୍ତି । କାରଣ ସେଠିିକାର ପରିସ୍ଥିତି ଏଭଳି ଯେ ସେଠିକାର ଲୋକମାନେ ବାଧ୍ୟ ହୁଅନ୍ତି ଏପରି କରିବାକୁ ।

ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି କିଛି ସତ ଖବର । ଯେଉଁଠି ଜମି ବଦଳରେ ବଣ୍ଟା ହୁଅନ୍ତି ବଡ ଭାଇର ପତ୍ନୀ । କାରଣ ସେଠିକାର ଲୋକମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ନଜ ଜମି ଭାଇ ଭାଇଙ୍କ ମଧ୍ୟରେ ଭାଗ କରିବା ବଦଳରେ ବଡ ଭାଇର ପତ୍ନୀକୁ ସାନ ଭାଇମାନଙ୍କ ସହ ବିବାହ କରାଯାଏ । ଆଉ ଜମିକୁ ଭାଗ ନକରି ପତ୍ନୀଙ୍କ ଭଳି ଏକ କରି ରଖାଯାଏ । ଏହାକୁ ସେଠି ଜୋଡିଦାର ପ୍ରଥା କୁହାଯାଏ । ଅ।ଉ ଏମାନଙ୍କ ପରିବାର ମଧ୍ୟ ଆଗକୁ ଏଭଳି ହିଁ ଚାଲେ ।

Advertisement

Leave a Reply

Your email address will not be published. Required fields are marked *