Pratidin TV

Odisha's Digital News Platform

ଅଂଶୁମାନଙ୍କ ହାତକୁ ଯିବ କେନ୍ଦ୍ରାପଡ଼ା ଆସନ, ସର୍ଭେ ରିପୋର୍ଟ କହୁଛି ହାରିବେ ବୈଜୟନ୍ତ।

1 min read

ଆଜି ଅପେକ୍ଷାର ଶେଷ ଦିନ କାଲି ଫଳାଫଳ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ । ଅନ୍ୟପଟେ କିନ୍ତୁ ଅନୁଭବଙ୍କ ଗଡ କେନ୍ଦ୍ରାପଡା ଏବେ ଅଂଶୁମାନଙ୍କ ହାତରେ ରହିପାରେ ଦଳ ଅଦଳବଦଳ କରିବା , ଏବେ ବିଜେଡି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ପାଇଁ ଶୁଭ ସଂକେତ ହୋଇପାରିବା କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ପାଇଁ ବିଜେପି ଡବଲ ଇଞ୍ଜିନର ନାରା ଦେଇ ବୈଜୟନ୍ତ ପଣ୍ଡାଙ୍କ ଉପରେ ଭରସା କରିଥିବା ବେଳେ , ଅନ୍ୟପଟେ ଯୋଡା ଶଙ୍ଖର ଚିହ୍ନ ନେଇ ବିଜେଡି ଅଂଶୁମାନ ମହାନ୍ତିଙ୍କ ଉପରେ ବିଶ୍ୱାସ ରଖିଛି । ସେହିପରି କଂଗ୍ରେସ ମଧ୍ୟ ସିଦ୍ଧାର୍ଥ ସ୍ୱରୂପ ଦାସଙ୍କୁ ନିଜ ଦଳ ପକ୍ଷରୁ ଯୋଦ୍ଧା ସଜାଇଛି । ତେବେ ଏଭଳି ସ୍ଥିତିରେ ଆସନ୍ତାକାଲି ରେଜଲ୍ଟ ବାହାରିବାକୁ ଥିବା ବେଳେ ସାମ୍ନାକୁ ଆସିଛି ପ୍ରଗତିବାଦିର ସର୍ଭେ ରିପୋର୍ଟ । ଯେଉଁଥିରେ ଜଣାପଡିଛି କେନ୍ଦ୍ରାପଡାର ଲୋକସଭା କ୍ଷେତ୍ର ପାଇଁ ଅଂଶୁମାନ ମହାନ୍ତି ହିଁ ବାଜି ମାରିପାରନ୍ତି ।

Advertisement

Leave a Reply

Your email address will not be published. Required fields are marked *