Uncategorized ଓଡିଶା ରାଜନୀତି ଭୁବନେଶ୍ୱରରେ ଆସିବେ ଅପରାଜିତା , ନାଚିଲେ ବିଜେପି ମହିଳା କର୍ମୀ । 1 min read 4 months ago Deepamudra Mohanty ଭୁବନେଶ୍ୱରରେ ଆସିବ ବିଜେପି ସରକାର । ଅପରାଜିତା କରିବେ ରାଜ୍ । ଆଗୁଆ ଗଣତିରେ ଅପରାଜିତାଙ୍କୁ ଦେଖି ଖୁସିରେ ନାଚିଲେ ବିଜେପି ମହିଳାକର୍ମୀ । କହିଲେ ଦୀର୍ଘ ୨୫ ବର୍ଷର ରେକର୍ଡ ଭାଙ୍ଗିବ ମୋଦିଙ୍କ ଗ୍ୟାରେଣ୍ଟି । Advertisement Tags: aparajita sarangi bjp Continue Reading Previous ମମତା ଦିଦିଙ୍କ ଆଗରେ ଧରାସାୟୀ ହେଲେ ମୋଦିNext ପଛରେ ପଡିଲେ ସାଲେପୁର ବିଧାନସଭା ପାର୍ଥୀ ଅରିନ୍ଦମ ରୟ