Pratidin TV

Odisha's Digital News Platform

ଭୁବନେଶ୍ୱର ମଧ୍ୟ ଭାଗରୁ ବିଜେଡି ଲୋକସଭା ପାର୍ଥୀ ଅନନ୍ତ ନାରାୟଣ ଜେନା କଲେ ବିଜୟ ହାସଲ

1 min read

ଜୋରସୋର ଟକ୍କର ମଧ୍ୟରେ ଭୁବନେଶ୍ୱର ମଧ୍ୟ ଆସନରୁ ଲଢ଼ୁଥିବା ବିଜେଡି ପାର୍ଥୀ ଅନନ୍ତ ନାରାୟଣ ଜେନା ବିଜୟ ଲାଭ କରିଛନ୍ତି | ଅନନ୍ତ ନାରାୟଣ ଜେନାଙ୍କ ବିପକ୍ଷରେ ଲଢୁଥିଲେ ବିଜେପି ପାର୍ଥୀ ଜଗନ୍ନାଥ ପ୍ରଧାନ | ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କଠାରୁ ମାତ୍ର ଅଳ୍ପ କିଛି ଭୋଟ୍ ବ୍ୟବଧାନରେ ବିଜୟୀ ହେଇଛନ୍ତି ଅନନ୍ତ ।

ତେବେ ଆଜି ସକାଳୁ ଭୁବନେଶ୍ୱର ମଧ୍ୟ ଭାଗରେ କଡା ମୁକାବିଲା ଚାଲିଥିଲା | ଆଉ ଶେଷରେ ବିଜେପି ପାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଅଳ୍ପ କିଛି ବ୍ୟବଧାନରେ ଜିତିଛନ୍ତି ବିଜେଡି ପାର୍ଥୀ ଅନନ୍ତ ନାରାୟଣ ଜେନା |

Advertisement

Leave a Reply

Your email address will not be published. Required fields are marked *