Pratidin TV

Odisha's Digital News Platform

ପାଟକୁରା ଆସନରେ ବିଜେଡିର ବିଜୟ, ବାଜି ମାରିଲେ ଅରବିନ୍ଦ..

1 min read

ଅପେକ୍ଷାର ଘଟିଲା ଅନ୍ତ। ଆସିଲା ଓଡ଼ିଶା ଜନାଦେଶ। କେନ୍ଦ୍ରାପଡ଼ା ଜିଲା ପାଟକୁରା ଆସନରୁ ଲଢୁଥିବା ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ବିଜୟୀ ହୋଇଛନ୍ତି।

କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟ ମହାପାତ୍ରଙ୍କ ପୁଅ ତଥା ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ତେଜେଶ୍ୱର ପରିଡ଼ାଙ୍କୁ ୧୧,୪୨୫ ଖଣ୍ଡ ଭୋଟ୍‌ରେ ହରାଇ ବିଜୟ ଲାଭ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *