Pratidin TV

Odisha's Digital News Platform

ହାରିଲେ ରୋହିତ , ବାଜି ମାରିଲେ ଜୟନାରାୟଣ ମିଶ୍ର ..

1 min read

୨୦୨୪ ଲୋକସଭା ନିର୍ବାଚନ ପରେ ଆଜି ଚାଲିଛି ଭୋଟ ଗଣତି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ରାଜ୍ୟରେ ବିଜେପି ଆଗକୁ ଆଗକୁ ମାଡ଼ି ଚାଲିଛି । ସିଟ ସଂଖ୍ୟା ତୁଳନାରେ ବିଜେଡି ବହୁ ପଛରେ ଚାଲିଛି ।

ତେବେ ଏହାରି ମଧ୍ୟରେ ସମ୍ବଲପୁରରେ ବିଜେପିର ହୋଇଛି ବାଜିମାତ । ଜୋରଦାର ଟକ୍କର ସହ ସମ୍ବଲପୁର ଆସନରୁ ବାଜି ମାରିଲେ ଜୟନାରାୟଣ ମିଶ୍ର। ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀଙ୍କୁ ପଛରେ ପକାଇ ସମ୍ବଲପୁର ଆସନରୁ ବାଜି ମାରିଲେ ଜୟନାରାୟଣ ମିଶ୍ର।

Advertisement

Leave a Reply

Your email address will not be published. Required fields are marked *