Pratidin TV

Odisha's Digital News Platform

ପ୍ରଶାନ୍ତ ଜଗଦେବଙ୍କୁ ହସ୍ପିଟାଲରେ ଭେଟିଲେ ଅପରାଜିତା ..

1 min read

ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏସସିବି ମେଡିକାଲରେ ନବନିର୍ବାଜିତ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏସସିବି ମେଡିକାଲର ପହଞ୍ଚି ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଅପରାଜିତା । ଡାକ୍ତରଙ୍କ ସହ ଆଲୋଚନା କରିବା ସହ ଅପରାଜିତା କହିଛନ୍ତି, ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି କିଛି ଦିନ ଭିତରେ ସେ ଡିସଚାର୍ଜ ହେବେ ।

ଇଭିଏମ ଭାଙ୍ଗିବା ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଶାନ୍ତ । ପରେ ଜେଲରେ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସେ ଏସିସିବି ରେ ଚିକିତ୍ସିତ ହେଉଛନ୍ତି ।

Advertisement

Leave a Reply

Your email address will not be published. Required fields are marked *