Pratidin TV

Odisha's Digital News Platform

ସମ୍ବଲପୁରରେ ବବି , କୋରେଇ ରେ ହାରିଲେ ସନ୍ଧ୍ୟାରାଣୀ ..

1 min read

କୋରେଇରେ ବିଜେପି ପ୍ରାର୍ଥୀ ଆକାଶ ଦାସନାୟକଙ୍କ ବିଜୟ । ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସଙ୍କୁ ହରାଇଲେ ଆକାଶ ଦାସନାୟକ । ୬ ହଜାର ୩୫୦ ଭୋଟରେ ସନ୍ଧ୍ୟାରାଣୀ ଦାସ ପରାଜିତ ।

ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶଦାସଙ୍କ ମା ସନ୍ଧ୍ୟାରାଣୀ । ଏହି ଆସନରୁ ବିଜେଡି ୨୦୦୯ରୁ ଜିତି ଆସୁଥିଲା । ପୂର୍ବରୁ ଏହି ଆସନରୁ ପ୍ରଣବ ପ୍ରକାଶ ଦାସଙ୍କ ବାପା ଅଶୋକ କୁମାର ଦାସ ବିଧାୟକ ରହିଥିଲେ । ଏବେ ଏହି ଆସନ ବିଜେପି ହାତରେ ରହିଛି ।

Advertisement

Leave a Reply

Your email address will not be published. Required fields are marked *