Pratidin TV

Odisha's Digital News Platform

ବିଜେଡ଼ି ଗଡ ରେ ଫୁଟିଲା ପଦ୍ମ , ହାରିଲେ ରୁଦ୍ର , ଜିତିଲେ ଆଶ୍ରିତ

1 min read

ଗଡ ଭାଙ୍ଗିଲେ ଆଶ୍ରିତ ପଟ୍ଟନାୟକ। ପୁରୀ ଜିଲ୍ଲାର ପିପିଲିରେ ଫୁଟିଲା ପଦ୍ମ । ବିଜେଡିର ଗଡ ଭାବେ ପରିଚତ ପିପିଲି ଓ ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ବିଜେପିର ବିଜୟ ହୋଇଛି ।

ବିଜେଡି ପ୍ରାର୍ଥୀ ତଥା ଦିବଙ୍ଗତ ବିଜେଡି ନତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ମାତ୍ ଦେଇ ବିଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ୧୪,୯୯୮ ଖଣ୍ଡ ଭୋଟରେ ରୁଦ୍ର ପ୍ରତାପ ମହରଥୀଙ୍କୁ ପରାଜିତ କଲେ ଆଶ୍ରିତ ପଟ୍ଟନାୟକ ।

Advertisement

Leave a Reply

Your email address will not be published. Required fields are marked *