Pratidin TV

Odisha's Digital News Platform

ମିରଟରେ ଜିତିଲେ ରାମାୟଣର ରାମ ଅରୁଣ ଗୋଭିଲ

1 min read

ଉତ୍ତର ପ୍ରଦେଶର ମିରଟ ଲୋକସଭା ଆସନରୁ ବିଜେପି ଟିକେଟରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅରୁଣ ଗୋଭିଲ ବିଜୟୀ ହୋଇଛନ୍ତି । ସେ ପୂର୍ବତନ ମେୟର ତଥା ଏସପି-କଂଗ୍ରେସ ସମାଜବାଦୀ ପାର୍ଟିର ପାର୍ଥୀ ସୁନିତା ବର୍ମାଙ୍କୁ ପ୍ରାୟ ନା ହଜାର ଭୋଟରେ ପରାସ୍ତ କରିଛନ୍ତି |

ଅରୁଣ ଗୋଭିଲଙ୍କୁ ୫ ଲକ୍ଷ ୨୧ ହଜାର ୮୦୨ ଭୋଟ ମିଳିଥିବା ବେଳେ ସମାଜବାଦୀ ପାର୍ଟି ପ୍ରାର୍ଥୀ ସୁନୀତା ବର୍ମାଙ୍କୁ ୫ ଲକ୍ଷ ୧୩ ହଜାର ୪୪୧ ଖଣ୍ଡ ଭୋଟ ପାଇଛନ୍ତି । ତେବେ ଅରୁଣ ଗୋଭିଲ ନିକଟତମ ପ୍ରତିଦ୍ୱନ୍ଦି ସମାଜବାଦୀ ପାର୍ଟିର ପ୍ରାର୍ଥୀ ସୁନୀତା ବର୍ମାଙ୍କୁ ୫୮୧୬ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *