Pratidin TV

Odisha's Digital News Platform

ବନ୍ଦ ହେବ BSKY , ଆସିବ ଆୟୁଷ୍ମାନ ଯୋଜନା ।

1 min read

ରାଜ୍ୟରେ ବନ୍ଦ ହେବ BSKY ଯୋଜନା । ବିଜେପି ରାଜ୍ୟ ସଭାପତି ମନମୋହଲ ସାମଲଙ୍କ ବଡ ସୂଚନା । ତେବେ ଓଡିଶାରେ BSKY ଯୋଜନା ବଦଳରେ ଆୟୁଷ୍ମାନ ଯୋଜନା ଲାଗୁହେବ ବୋଲି ଆଜି ପ୍ରେସମିଟରେ କହିଛନ୍ତି ମନମୋହଲ ।

ଏହା ସହ ରାଜ୍ୟରେ ସମସ୍ତେ ଆୟୁଷ୍ମାନ ଯୋଜନାର ଲାଭ ପାଇବେ ବୋଲି ମଧ୍ୟ ସେ ପ୍ରକାଶା କରିଛନ୍ତି । କିନ୍ତୁ ଦେଖିବା ବାକି ରହିଲା ଯେ BSKY ଭଳି ଆୟୁଷ୍ମାନ ଯୋଜନା ପ୍ରତ୍ୟକ ଗରିବଙ୍କ ଜୀବନ ବଞ୍ଚାଇ ପାରୁଛି କି ନାହିଁ ।

Advertisement

Leave a Reply

Your email address will not be published. Required fields are marked *