Pratidin TV

Odisha's Digital News Platform

ଧର୍ମଶାଳାରେ ଧର୍ମର ଜୟ ହୋଇଛି , ହିମାଂଶୁ ନିଜ ମୁହଁରେ କହିଲେ କାହିଁକି ଜିତିଲେ ?

1 min read

ଧର୍ମଶାଳାରେ ଧର୍ମର ବିଜୟ ହୋଇଛି । ଧର୍ମଶାଳାରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ଙ୍କ ବିଜୟ ପରେ ଧର୍ମଶାଳାରେ ଧର୍ମର ବିଜୟ ହୋଇଛି ବୋଲି କହିଛନ୍ତି ହିଂମାଶୁ । କାରଣ ଧର୍ମଶାଳା ବାସୀଙ୍କ ପାଇଁ ଏକ ପରିବର୍ତ୍ତନ ନିହାତି ଆବଶ୍ୟକ ଥିଲା । ଏଠି ରାଜୁତି କରୁଥିବା ରାକ୍ଷସ ବାପ ପୁଅଙ୍କୁ ପାଖରୁ ମୁକ୍ତ ହୋଇଛନ୍ତି ଧର୍ମଶାଳାବାସୀ । ଧର୍ମଶାଳାରେ ସ୍ୱାଧୀନର ବିଜୟ ହୋଇନାହିଁ ବରଂ ଲୋକମାନଙ୍କର ବିଜୟ ହୋଇଛି । ଧର୍ମଶାଳାରୁ ଚୋରଙ୍କୁ ବିଦା କରିବା ପାଇଁ କୌଣସି ଦଳର ଆବଶ୍ୟକ ନାହିଁ । ଏଠି ଜନସାଧାରଣ ଭରସା ବିଶ୍ୱାସ ହିଁ ଯଥେଷ୍ଟ ।

Advertisement

Leave a Reply

Your email address will not be published. Required fields are marked *