୫ଟି ଜରିଆରେ ରାଜ୍ୟରେ ଅନେକ ବିକାଶ ହୋଇଛି ,ବିଜେଡିର ପରାଜୟ ପଛରେ ପାଣ୍ଡିଆନଙ୍କ ହାତ ନାହିଁ
1 min read୫ଟି ଜରିଆରେ ରାଜ୍ୟରେ ଅନେକ ବିକାଶ ହୋଇଛି ,ବିଜେଡିର ପରାଜୟ ପଛରେ ପାଣ୍ଡିଆନଙ୍କ ହାତ ନାହିଁ
ବୋଲି କହିଲେ ସୁର । ସେ ଆଉ ମଧ୍ୟ କହିଛନ୍ତି ଯେ ବିଜେଡିର ବିଧାୟକ ମାନେ ତାଙ୍କ ସାଂସଦଙ୍କୁ ସପୋର୍ଟ କଲେନି । ସେଥିପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ହାର ହୋଇଛି । ପାଣ୍ଡିଆନ ଯାହା ବିକାଶ କରିଛନ୍ତି ଆଉ ଲୋକମାନଙ୍କର ସେବା କରିଛନ୍ତି ତାହା କିମ୍ବଦନ୍ତି । ନବୀନ ବାବୁଙ୍କର ଯଦି ସୁନାମ ଭାରତରେ ବଢିଛି ତାହା ପାଣ୍ଡିଆନଙ୍କ ପାଇଁ । ଦୁଇ ଜଣ ଏକାଠି ପରିଶ୍ରମ କରିଥିଲେ କିନ୍ତୁ ନିଜ ଦଳର ଲୋକେ ବିଶ୍ୱାସ ଘାତକ କଲେ ନବୀନ ଓ ପାଣ୍ଡିଆନଙ୍କ ସହ ।