Pratidin TV

Odisha's Digital News Platform

NDA ବୈଠକରେ ମହାପ୍ରଭୁ ଜଗନ୍ନାଥଙ୍କ ଅନୁଭୂତି ବଖାଣିଲେ ମୋଦି ।

1 min read

ଆଜି ରାଜଧାନୀ ଦିଲ୍ଲୀରେ NDA ବୈଠକରେ NDAର ନେତା ଭାବେ ନିର୍ବାଚିତ ହେବା ପରେ ସଂସଦୀୟ ଦଳ ବୈଠକରେ ଅଭିଭାଷଣ ଦେଇଥିଲେ ନରେନ୍ଦ୍ର ମୋଦି। ସେ ନିଜ ଅଭିଭାଷଣ ଆରମ୍ଭରୁ ମହାପ୍ରଭୂ ଜଗନ୍ନଥଙ୍କୁ ସମ୍ଭୋଧନ କରିବା ସହ ତାଙ୍କ ପ୍ରଶଂସା କରିଥିଲେ । ସେ ଆଉ ମଧ୍ୟ କହିଥିଲରେ ଯେ ଭଗବାନଙ୍କର ଅନେକ ରୂପ ଅଛି କିନ୍ତୁ ଜଗନ୍ନାଥ ହେଉଛନ୍ତି ଗରିବଙ୍କ ଦେବତା । ଆଉ ପୁରା ଭାରତରେ ଚତ୍ମକାର ହେଇଛି । ବିରୋଧି ଯେଉଁ ପରିମାଣରେ ଇଭିଏମ୍‌କୁ ଗାଳି ଦେଉଥିଲେ ୪ ଜୁନ୍ ଆସି ଆସୁ ତାହା ସମସ୍ତଙ୍କ ମୁହଁରେ ତାଲା ଝୁଲୁଛି ।

Advertisement

Leave a Reply

Your email address will not be published. Required fields are marked *