Pratidin TV

Odisha's Digital News Platform

ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ବିଦା ହେଲେ ମାନସ ଚୌଧୁରୀ ..

ଶେଷ ହୋଇଛି ନିର୍ବାଚନ । ବିଜେପିର ବହୁମତ ପରେ ସରକାର ଗଢିବାକୁ ମିଳି ସାରିଛି ଜନାଦେଶ। ଓଡିଶା ରେ ବିଜେପି ସରକାର ଗଢିବାକୁ ଥିବା ବେଳେ

 କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି। ଲଗାତାର ତୃତୀୟ ଥର ପାଇଁ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି ।  କଂଗ୍ରେସ ମଧ୍ୟ ନିଜର କସରତ ଜାରି ରଖିଛନ୍ତି। ତେବେ ଏହାରି ମଧ୍ୟରେ କଂଗ୍ରେସରୁ ବିଦା ହେଲେ ମାନସ ଚୌଧୁରୀ। ଦଳବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ୬ ବର୍ଷ ପର୍ଯ୍ୟନ୍ତ  ଦଳରୁ ବହିଷ୍କାର କରାଯାଇଛି। ମାନସ ଚୌଧୁରୀ କଟକ ଜିଲ୍ଲା କଂଗ୍ରେସ ସଭାପତି ଭାବେ କାର୍ଯ୍ୟରତ ଥିଲେ।

Leave a Reply

Your email address will not be published. Required fields are marked *