Pratidin TV

Odisha's Digital News Platform

ବର୍ଷାରେ ବେହାଲ ମାଲକାନଗିରି : ଭୁଶୁଡି ପଡିଲା ଏୟାର୍ ଷ୍ଟ୍ରିପ ପାଚେରୀ..

ପୁଣି ଭୁଷୁଡି ପଡିଲା ମାଲକାନଗିରି ଏୟାର୍ ଷ୍ଟ୍ରିପ ପାଚେରୀ । ଗତକାଲି ରାତିରେ ମାଲକାନଗିରି ଜିଲ୍ଲାରେ ଭାରି ବର୍ଷା ହୋଇଥିବା ବେଳେ ପାଣି ସୁଅରେ ନିର୍ମାଣଧୀନ ମାଲକାନଗିରି ବିମାନ ବନ୍ଦରର ଏକ ଲମ୍ବା ପାଚେରୀ ଭୁଷୁଡି ପଡିଥିବା ଜଣାପଡିଛି । ପୁର୍ବରୁ ମଧ୍ୟ ଏଠାରେ ପାଚେରୀ ଭାଙ୍ଗି ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ।

ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପୁର୍ବରୁ ବାରମ୍ବାର ପାଚେରୀ ଭୁଷୁଡିବା ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି । ବିମାନ ବନ୍ଦରରେ ନିମ୍ନ ମାନର କାର୍ଯ୍ୟ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *