Pratidin TV

Odisha's Digital News Platform

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଲେ ରାଜନାଥ ,ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଚୟନ ରେ ନେବେ ବଡ଼ ଭୂମିକା।

1 min read

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଲେ ରାଜନାଥ , କେନ୍ଦ୍ରୀୟ ଦଳ ସହ ବଡ ବୈଠକ ପରେ ଜଣାପଡିବ ଓଡିଶାର ୫ ଭର୍ଷର ଶାସକ କିଏ ? ଏଥିପାଇଁ କାର୍ଯ୍ୟାଳୟରେ ପହଞ୍ଚିବାରେ ଲାଗିଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ବିଜେପି ବିଧାୟକ ଦଳର ବୈଠକ ଉପରେ ରହିଛି ସମସ୍ତଙ୍କ ନଜର । ଅପରାହ୍ଣ ୪ଟା ୩୦ରେ ବସିବ ବିଜେପି ବୈଠକ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିର ମୋହର । କିଏ ହେବ ଓଡିଶାର ମୁଖ୍ୟମନ୍ତ୍ରୀ ? ଆଜି ସନ୍ଦ୍ୟା ସୁଦ୍ଧା ଉଠିଯିବ ପରଦା ।

Advertisement

Leave a Reply

Your email address will not be published. Required fields are marked *