Pratidin TV

Odisha's Digital News Platform

ଏହି କାରଣ ପାଇଁ ବିରୋଧୀ ଦଳ ନେତା ହେବାକୁ ଚାହୁଁ ନାହାନ୍ତି ରାହୁଲ!

1 min read

 ରାହୁଲ ଗାନ୍ଧୀ ଲୋକ ସଭାରେ ବିରୋଧୀ ଦଳର ନେତା ହେବାକୁ ଚାହୁଁନାହାଁନ୍ତି।ବିଶେଷ ସୂତ୍ରରୁ ପ୍ରକାଶ ଯେ  ରାହୁଲ ଏବେ ଦଳ କୁ ସୃଦୁଢ କରିବା ପାଇଁ ଚାଁହୁଛନ୍ତି  ,  ଯଦି ରାହୁଲ ଗାନ୍ଧୀ ଲୋକ ସଭାରେ ବିରୋଧୀ ଦଳର ନେତା ନ ହୁଅନ୍ତି, ତେବେ ବହୁ ନେତାଙ୍କ ନାମ ଏହି ଦୌଡ଼ରେ ଅଛି।

କେସି ଭେନୁଗୋପାଲ, ଗୌରବ ଗୋଗୋଇ, ମନୀଷ ତିୱାରୀ, ଶଶି ଥରୁର ଏବଂ କୁମାରୀ ଶୈଳଜାଙ୍କ ମଧ୍ୟରୁ ଯେକୌଣସି ବ୍ୟକ୍ତି ବିରୋଧୀ ଦଳର ନେତା ହୋଇପାରନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି ।

Advertisement

Leave a Reply

Your email address will not be published. Required fields are marked *