Pratidin TV

Odisha's Digital News Platform

ବିଜେପି ଆସିଲା ଓଡିଶାରୁ ହଟିବ ମଦ , ଏ ଖବର ସମ୍ପୂର୍ଣ୍ଣ ମିଛ ସ୍ପଷ୍ଟ କଲା ସୂଚନା ଓ ଲୋକସର୍ମ୍ପକ ବିଭାଗ ।

1 min read

ବିଜେପି ସରକାର ଆସିଲା ହଟିବ ମଦ । ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଏ ଖବର ସମ୍ପୂର୍ଣ୍ଣ ମିଛ ବୋଲି ଟ୍ୱିଟ୍ କରିଛି ସୂଚନା ଓ ଲୋକ ସର୍ମ୍ପକ ବିଭାଗ ।

Leave a Reply

Your email address will not be published. Required fields are marked *