Pratidin TV

Odisha's Digital News Platform

ମୋ ବସ୍‌’ରେ ଲାଗିଲା ନିଆଁ ,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କଟକ ସିଡିଏ ସେକ୍ଟର ୯ ରେ ମୋ ବସ୍ ରେ ଲାଗିଲା ନିଆଁ । ବସ୍ ରେ କେହି ଯାତ୍ରୀ ନ ଥିବା ଜଣାପଡ଼ିଛି । ଗାଡି ଇଞ୍ଜିନ୍ ରୁ ନିଆଁ ଲାଗିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ ପୁରୀ ରୁ ଏହି ବସ୍ କଟକ ଆସିଥିଲା । ତେବେ ଗାଡି ଇଞ୍ଜିନ୍ ରୁ ଧୂଆଁ ବାହାରିବା ମାତ୍ରେ ଡ୍ରାଇଭର୍ ଓ କଣ୍ଡକ୍ଟର୍ ଗାଡି ରୁ ଓହ୍ଲାଇ ଯାଇଥିଲେ । ଏହି ନିଆଁ ଲାଗିବା ଦ୍ଵାରା ବସ୍ ର କିଛି ଅଂଶ ପୋଡି ଯାଇଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ଚଳନ୍ତା ମୋ ବସରେ ଲାଗିଲା ନିଆଁ | କଟକ ସିଡିଏ ସେକ୍ଟର ୯ ରେ ମୋ ବସ୍ ରେ ଲାଗିଲା ନିଆଁ । ବସ୍ ରେ କେହି ଯାତ୍ରୀ ନ ଥିବା ଜଣାପଡ଼ିଛି । ଗାଡି ଇଞ୍ଜିନ୍ ରୁ ନିଆଁ ଲାଗିଥିବା ଜଣାପଡ଼ିଛି ।

ସୂଚନା ମୁତାବକ ପୁରୀ ରୁ ଏହି ବସ୍ କଟକ ଆସିଥିଲା । ତେବେ ଗାଡି ଇଞ୍ଜିନ୍ ରୁ ଧୂଆଁ ବାହାରିବା ମାତ୍ରେ ଡ୍ରାଇଭର୍ ଓ କଣ୍ଡକ୍ଟର୍ ଗାଡି ରୁ ଓହ୍ଲାଇ ଯାଇଥିଲେ । ଏହି ନିଆଁ ଲାଗିବା ଦ୍ଵାରା ବସ୍ ର କିଛି ଅଂଶ ପୋଡି ଯାଇଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଦୀର୍ଘ ଘଣ୍ଟାର ଅପରେସନ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିପାରିଥିଲେ | ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଥିଲା ଆତଙ୍କ | ମୋ ବସରେ ନିଆଁ ଦେଖି ଯାତ୍ରୀମାନେ କିଛି ସମୟ ପାଇଁ ଅଟକି ଯାଇଥିଲେ | ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି | କେଉଁ କାରଣ ଯୋଗୁଁ ନିଆଁ ଲାଗିଛି ତାହାର ସ୍ପଷ୍ଟ ସୂଚନା ମିଳିପାରିନାହିଁ |

Leave a Reply

Your email address will not be published. Required fields are marked *