Pratidin TV

Odisha's Digital News Platform

ପରଲୋକରେ ମାଲକାନାଗିରିର ପୂର୍ବତନ ବିଧାୟକ , ମୁଖ୍ୟମନ୍ତ୍ରୀ ଜଣାଇଲେ ଶ୍ରଦ୍ଧାଞ୍ଜଳି ।

1 min read

ପରଲୋକରେ ମାଲକାନାଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢୀ । ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ଦୁଇବର୍ଷ ତଳେ କିଡନୀ ରୋଗରେ ପୀଡିତ ଥିଲେ ଆଦିତ୍ୟା । ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ତାଙ୍କର କିଡନୀ ପ୍ରତ୍ୟାରୋପଣ ମଧ୍ୟ କରାଯାଇଥିଲା । ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ବିଜେପିରୁ ମାଲକାନାଗିରି ବିଧାୟକ ଥିଲେ ।

Advertisement

Leave a Reply

Your email address will not be published. Required fields are marked *