Pratidin TV

Odisha's Digital News Platform

ଏଲିନାଙ୍କ ନାଁ ରେ ନାହିଁ ବଲ୍ଲେ ବଲ୍ଲେ ଢାବା ।

1 min read

ଅଭିନେତ୍ରୀ ଏଲିନାଙ୍କ ନାଁରେ ନାହିଁ ବଲ୍ଲେ ବଲ୍ଲେ ଢାବା । ଓଡିଶାରେ ଏହି ଢାବାକୁ ନେଇ ଆଉ ବିଜେଡି ନେତ୍ରୀ ତଥା ଅଭିନେତ୍ରୀ ଏଲିନାଙ୍କୁ ନେଇ ଉଠୁଥିବା ବିବାଦରେ ଫୁଲଷ୍ଟପ୍ ପକାଇଛନ୍ତି ଏଲିନା । ଆଜି ନିଜ ଆଡଭୋକେଟ୍ ବ୍ୟୋମକେଶ ତ୍ରୀପାଠିଙ୍କ ସହ ହାଇକୋର୍ଟରେ ପହଞ୍ଚି ଏକ ବଡ ଖୁଲାସା କରିଛନ୍ତି ଅଭିନେତ୍ରୀ । କାରଣ ସିଜ୍ ହୋଇଥିବା ବଲ୍ଲେ ବଲ୍ଲେ ଢାବା ର ମାଲିକାନି ଏଲିନାଙ୍କୁ ଦର୍ଶାଯାଉଥିବା ବେଳେ ଏଥିରେ ତାଙ୍କର କୌଣସି ସମୃକ୍ତି ନାହିଁ ବୋଲି ଦାବି କରିଛନ୍ତି ଏଲିନା ଏବଂ ତାଙ୍କ ଓକିଲ ।

Advertisement

Leave a Reply

Your email address will not be published. Required fields are marked *