Pratidin TV

Odisha's Digital News Platform

ମମତା ସରକାରଙ୍କୁ ଲାଗିଲା ସୁପ୍ରିମକୋର୍ଟରୁ ଝଟକା..

ମମତା ସରକାରଙ୍କୁ ଲାଗିଲା ବଡ ଏକ ଝଟକା । କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବା ବଙ୍ଗଳା ସରକାରଙ୍କ ଆବେଦନକୁ ଆଜି  ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।

ଏହି ନିଷ୍ପତ୍ତିରେ ହାଇକୋର୍ଟ ସନ୍ଦେଶଖାଲିରେ ମହିଳାଙ୍କ ଯୌନ ଶୋଷଣ, ଜମି ଦଖଲ ଏବଂ ରାସନ ସ୍କାମ ସହ ଜଡିତ ସମସ୍ତ ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *