ଗଭର୍ଣ୍ଣର ପୁଅ ଗିରଫ ହେଲେ ଓଡ଼ିଆ ଅସ୍ମିତା ବଞ୍ଚିବ –ତାରା ପ୍ରସାଦ ବାହିନୀପତି ।
1 min readଓଡିଆ ଅସ୍ମିତାକୁ ବଞ୍ଚାଇବାକୁ ଗର୍ଜିଲେ ତାରା । କହିଲେ ଗଭର୍ଣ୍ଣର ପୁଅ ଗିରଫ ହେଲେ ଓଡ଼ିଆ ଅସ୍ମିତା ବଞ୍ଚିବ । ଜଣେ ଓଡିଆ ଜାରିତ ଏଏସଓ ଅଫିସରକୁ ଗଭର୍ଣ୍ଣର ପୁଅ ମାଡ ମାରିବା ଘଟଣା କୌଣସି ଛୋଟ ଘଟଣା ନୁହଁ । ବିଜେପି ଓଡିଆ ଅସ୍ମିତାର ଡେଙ୍ଗୁରା ପିଟୁଛି କିନ୍ତୁ ଗଭର୍ଣ୍ଣରଙ୍କ ପୁଅ ଆମ ଓଡିଆ ଅଫିସରଙ୍କୁ ମାଡ ମାରିଛନ୍ତି । ଓଡିଶାବାସୀ ଓଡିଆ ଅସ୍ମିତାକୁ ବଞ୍ଚାଇବାକୁ ବିଜେପିରେ ଭୋଟ ଦେଇଥିଲେ । କିନ୍ତୁ ବର୍ତ୍ତମାନ କଣ ହେଉଛି ? ଯେପର୍ଯ୍ୟନ୍ତ ଗଭର୍ଣ୍ଣଙ୍କ ପୁଅ ଗିରଫ୍ ହୋଇନି ସେ ଯାଏଁ ଆନ୍ଦୋଳନ ଜାରି ରଖିବ କଂଗ୍ରେସ ….