Pratidin TV

Odisha's Digital News Platform

ଦୋଷୀ ଶ୍ରୀଧର ନୁହେଁ, ମଧୁମିତା ସବୁ ଚାଟିଂ ମୋ ପାଖେ !

1 min read

ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ବଡ ସତ । ଯାହାକୁ ଖୋଲିଛନ୍ତି ଆଡଭକେଟ୍ ବ୍ୟୋମକେଶ ତ୍ରୀପାଠି । କହିଲେ ପୋଲିସ ସବୁ ସତ ଜାଣିଛି ଶ୍ରୀଧର ନିର୍ଦ୍ଦୋଶ ବୋଲି । ମଧୁମିତାଙ୍କ ଚାଟିଂ ଆଉ ସେ ସ୍ୱ।ମାୀଙ୍କ ଉପରେ ଲଗେଇଥିବା ସବୁ ଅଭିଯୋଗ ମିଛ ବୋଲି ଆମ ପାଖେ ପ୍ରମାଣ ଅଛି । ଶ୍ରୀଧର କେଉଁ ଝିଅ ସହ ଓୟୋ ଯାଇନାହାନ୍ତି ସେ ସିଧା ଫ୍ଲାଇଟ୍‌ରେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ । ଆମ ପାଖେ ଯେତିକି ତଥ୍ୟ ଅଛି ସେଥିରେ ଶ୍ରୀଧର ନିର୍ଦ୍ଦୋଶ ପ୍ରମାଣ ହୋଇଯିବ ।ଆଉ ମଧୁମିତା ବିଷ ପିଇବା ଆଉ ଜୀବନ ହାରିବା ପଛରେ ଅଲଗା କାରଣ ରହିଛି । ଯାହା ପୋଲିସ ଶୀଘ୍ର ଖୋଲିବ ।

Advertisement

Leave a Reply

Your email address will not be published. Required fields are marked *