Pratidin TV

Odisha's Digital News Platform

ପୁଣି ଓଡିଶାରେ ଆଳୁ ସଂକଟ ; ୩ ଦିନ ତିଷ୍ଟୁ ନାହିଁ ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ , ଚିନ୍ତାରେ ଗୋଦାମ ମାଲିକ …..

1 min read

ଓଡ଼ିଶାର ଆଳୁ ଅଭାବ ଦୂର କରିବାକୁ ରାଜ୍ୟ ସରକାର ଏବେ ଉତ୍ତରପ୍ରଦେଶରୁ ଆଳୁ ମଗାଉଛନ୍ତି। ତାପରେ ମଧ୍ୟ ଓଡିଶାରୁ ଆଳୁ ସଂକଟ ଦୂର ହୋଇ ନାହିଁ । କାରଣ ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ଦୀର୍ଘଦିନ ଧରି ରହୁଥିବା ବେଳେ ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ ୨-୩ ଦିନ ଯାଏ ବି ତିଷ୍ଟୁନାହିଁ ।

ୟୁପିରୁ ଆସୁଥିବା ଆଳୁ ୨-୩ ଦିନ ଭିତରେ ପଚିକି ନଷ୍ଟ ହୋଇଯାଉଛି । ଏଭଳି ସ୍ଥିତି ଓଡିଶା ସରକାରଙ୍କ ଆଗରେ ଏକ ଚୁନତି ଭଳି ଛିଡା ହୋଇଛି । ଯାହା ଫଳରେ ଏବେ ଚିନ୍ତାରେ ପଡିଛନ୍ତି ଗୋଦାମ ମାଲିକ ।

Advertisement

Leave a Reply

Your email address will not be published. Required fields are marked *