Pratidin TV

Odisha's Digital News Platform

ଅଙ୍ଗଦାନ କରିବାକୁ ସଂକଳ୍ପ ନେଲେ ହାଇକୋର୍ଟ ମୁଖ୍ୟ ବିଚାରପତି ।

1 min read

ଅଙ୍ଗଦା କରିବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। କଟକ ଏସସିବି ମେଡିକାଲରେ ଭାରତୀୟ ଅଙ୍ଗଦାନ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏପରି ସଂକଳ୍ପ ନେଇଛନ୍ତି ସେ ।

ଅନ୍ୟପଟେ ଏମବିବିଏସ ପାଠ୍ୟକ୍ରମରେ ଅଙ୍ଗଦାନ ବିଷୟକୁ ସାମିଲ୍ ପାଇଁ ଘୋଷଣା କରିଥିଲେ ଓଡ଼ିଶା ୟୁନିଭରସିଟି ଅଫ୍ ହେଲଥ ସାଇନ୍ସର କୁଳପତି ଡାକ୍ତର ମାନସ ସାହୁ। ଏହି ଅବସରରେ ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଙ୍ଗଦାନ ମହତ୍ ଦାନ, ଏହି ବାର୍ତ୍ତା ଗ୍ରାମାଞ୍ଚଳ ସମେତ ସବୁ ସ୍ତରରେ ପହଞ୍ଚାଇବାକୁ ଉଦ୍ୟମ ହେବା ଆବଶ୍ୟକ ବୋଲି ମୁଖ୍ୟ ବିଚାରପତି ମତବ୍ୟକ୍ତ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *