Pratidin TV

Odisha's Digital News Platform

ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ ଘଟଣା , ନିଜେ କହିଲେ ସେ ଫିଟ୍ ଅଛନ୍ତି ଖାଲି BP ଟିକେ ..

1 min read

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ ହେବା ଘଟଣାରେ ନିଜେ ମୁହଁ ଖୋଲିଛନ୍ତି ସୁରେଶ । ସେ କହିଛନ୍ତି ଯେ ଆପଣ ମୋତେ ଦେଖି କଣ ଭାବୁଛନ୍ତି ମୁଁ କଣ ଅସୁସ୍ଥ ନା ମୁଁ ପିରା ଫିଟ୍ ଆପଣଙ୍କ ଆଗରେ । ଟିକେ ବିପି କମିଯାଇଥିଲା । ସେଥିପାଇଁ ମୋ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା ଏବଂ ଦେହରୁ ଝାଳ ବାହରିଥିଲା ।

ଏସବୁ ବିପି କମିଯିବାର ହେଇଛି ବୋଲି କହିଲେ ଡାକ୍ତର । ତେବେ ଆଜି ମଧ୍ୟ।ହ୍ନ ସମୟରେ ସୁରେଶ ପୂଜାରୀଙ୍କ ହେହ ହଠାତ୍ ବିଗିଡିବାରୁ ତାଙ୍କୁ ବୁର୍ଲା ହସ୍ପିଟାଲ ଅଣାଯାଇ ଚିକିତ୍ସା କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *