Pratidin TV

Odisha's Digital News Platform

ସ୍ୱାଧୀନତା ଦିବସରେ ପ୍ରତିଶୃତି ଦେଲେ ମୁଖ୍ୟମନ୍ତ୍ରୀ । ସାଙ୍ଗରେ ରହି କରିବେ ସେବା …

1 min read

ପୁରା ଦେଶ ପାଳୁଛି ସ୍ୱାଧୀନତାର ପର୍ବ । ଆଜି ୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀ ଉଦ୍ଦେଶ୍ୟରେ କହିଛନ୍ତି, ମୁଁ ବଡ ବଡ ସ୍ୱପ୍ନ ଦେଖାଇବାରେ ବିଶ୍ୱାସ କରେନାହିଁ । ମୁଁ ଲଢେଇ କରିବା ଜାଣିଛି , ଆଉ ମୋ ମାଟିର ପୁଅ ଝିଅଙ୍କ ପାଇଁ ଲଢିବି ଆଉ ଓଡିଶା ବାସୀଙ୍କ ସାଙ୍ଗରେ ରହି ସେବା କରିବି । ଓଡିଶା ଏଥର ପରିବର୍ତ୍ତନର ନୂଆ ରୂପ ଦେଖିବ ।

Advertisement

Leave a Reply

Your email address will not be published. Required fields are marked *