Pratidin TV

Odisha's Digital News Platform

‘ଋତୁସ୍ରାବ ପାଇଁ ଦିନେ ଛୁଟି’ -ସ୍ୱାଧୀନତା ଦିବସରେ ବଡ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ।

ସ୍ୱାଧୀନତା ଦିବସରେ ବଡ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏଣିକି ସରକାରୀ ଓ ଘରୋଇ ମହିଳା କର୍ମଚାରୀ ଦିନକ ପାଇଁ ଛୁଟି ନେଇପାରିବେ । ଋତୁସ୍ରାବ ଦିନ କିମ୍ବା ୨ୟ ଦିନ ଛୁଟି ନେଇପାରିବେ ମହିଳା । କଟକରେ ସ୍ବାଧୀନତା ଦିବସ ପାଳନ ଅବସରରେ ଏହି ଘୋଷଣା କରିଛନ୍ତି ପ୍ରଭାତୀ ପରିଡ଼ା । ଏନେଇ ବର୍ଷକୁ ୧୨ ଟା ଛୁଟି ପାଇବେ ମହିଳା । ସେମାନେ ଋତୁସ୍ରାବର ଯେଉଁଦିନ ଚାହିଁବେ ସେଦିନ ନେଇପାରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *