Pratidin TV

Odisha's Digital News Platform

ପୁଣିଥରେ ନିରାଶ ହେଲେ କେଜ୍ରିୱାଲ , ସ୍ଥଗିତ ରହିଲା ସୁପ୍ରିମକୋର୍ଟରେ ଶୁଣାଣି..

1 min read

ଜେଲ୍ରୁ ବାହାରି ପାରିବେନି  ଅରବିନ୍ଦ କେଜ୍ରିୱାଲ । କାରଣ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି  ସୁପ୍ରିମକୋର୍ଟରେ ସ୍ଥଗିତ ରଖାଯାଇଛି  । ବର୍ତ୍ତମାନ ପରବର୍ତ୍ତୀ ଶୁଣାଣି ୫ ସେପ୍ଟେମ୍ବରରେ ହେବ। ଗିରଫ ବିରୋଧରେ ଅରବିନ୍ଦ କେଜ୍ରିୱାଲ ୨ଟି ଆବେଦନ କରିଥିଲେ। ସିବିଆଇ ଗୋଟିଏ ଉପରେ ଜବାବ ଦାଖଲ କରିଛି।

ଏଥି ସହିତ ଦ୍ୱିତୀୟ ଆବେଦନର ଜବାବ ଦେବାକୁ ସମୟ ମଗାଯାଇଛି। ତେଣୁ ସୁପ୍ରିମକୋର୍ଟରେ ବର୍ତ୍ତମାନ କ୍ରେଜ୍ରିୱାଲଙ୍କ ପକ୍ଷର ଶୁଣାଣି ସ୍ଥଗିତ ରଖାଯିବ । ଅର୍ଥାତ୍ କେଜ୍ରିୱାଲ ବର୍ତ୍ତମାନ ଜେଲରେ ରହିବେ ।

Advertisement

Leave a Reply

Your email address will not be published. Required fields are marked *