Pratidin TV

Odisha's Digital News Platform

ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍ – ଅବକାରୀ ମନ୍ତ୍ରୀଙ୍କ ବଡ ଘୋଷଣା ।

1 min read

õଓଡିଶାରେ ସମ୍ପୂର୍ଣ୍ଣ ବନ୍ଦ ହେବ ଡାନ୍ସ ବାର । ଆଜି ଡ୍ୟାନ୍ସ ବାରକୁ ନେଇ ବଡ ବୟାନ ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ରାଜ୍ୟରେ ସଂପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍ ବୋଲି ପ୍ରକାଶ କରିଛନ୍ତି ମନ୍ତ୍ରୀ । ଅବକାରୀ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ଅଣାଯିବ । ଚୋରା ମଦ କାରବାର ନେଟୱର୍କର ମୂଳୋତ୍ପାଟନ ହେବ ।

ଏହା ସହ ମନ୍ତ୍ରୀ ଆହୁରୀ ଘୋଷଣା କରିଛନ୍ତି ଯେ ସ୍କୁଲ, କଲେଜ, ମନ୍ଦିର ପାଖରେ ମଦ ଦୋକାନ ରହିବନାହିଁ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି । ଶିକ୍ଷାନୁଷ୍ଠାନ ଓ ମନ୍ଦିର ଠାରୁ ଯଥେଷ୍ଟ ଦୂରରେ ରହିବ ମଦ ଦୋକାନ ।

Advertisement

Leave a Reply

Your email address will not be published. Required fields are marked *