ନୂଆ ମୁଖ୍ୟମନ୍ତ୍ରୀ ବୁଝିବେ ଦୁଃଖ , ୩ ବର୍ଷ ହେବ ଓପାଷରେ ଅଛି ।
1 min readବଦଳିଲା ସରକାର ବଦଳିଲା ସିଷ୍ଟମ । ଏଥର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଶୁଣୁଛନ୍ତି ଲୋକଙ୍କ ଦୁଃଖ । ଆଉ ତାକୁ ସମାଧାନ କରିବା ପାଇଁ ବାହାର କରୁଛନ୍ତି ବିଭିନ୍ନ ବାଟ । ଏନେଇ କାହିଁ କେଉଁ ରାଜ୍ୟରୁ ରାଜଧାନୀ ଭୁବନେଶ୍ୱରକୁ ଧାଇଁ ଆସୁଛନ୍ତି ସାଧାରଣ ଲୋକ । ମନରେ ଗୋଟିଏ ବିଶ୍ୱାସ ଯେ ମୋହନ ସରକାର ନିଶ୍ଚୟ ଆମ ଦୁଃଖ ଶୁଣିବେ ଆଉ ତାର ସମାଧାନ ବାଟ କାଢିବେ । ହେଲେ ୟେ କଣ ବାଲେଶ୍ୱରରୁ ଧାଇଁ ଆସିଥିବା ଭାଇ ଏମିତି କଣ କହୁଛନ୍ତି .. ରାସ୍ତାରେ ଖଣ୍ଡିଏ ଗାମୁଛା ପରି କାଗଜରେ ଦରଖାସ୍ତ ଲେଖୁଛନ୍ତି ଆଉ ପଚାରଲେ କହୁଛନ୍ତି , ୩ ବର୍ଷରୁ ଭିକ ମାଗୁଛି ……